Odia Kabita
..AMA ODISHA..
Wednesday, 2 September 2015
Mrutu(ମୃତୁ)
ସଠି
ଘରର
ଏନ୍ତୁଡି
ନିଆଁଠାରୁ
....
ମଶାଣିନିଆଁ
ପର୍ଯ୍ୟନ୍ତ
.
କିଛି
ପାଈବାର
ଆଶା
ଆଉ
କିଛି
ହରାଇବାର
ଭୟ
!!
ମାନସ
ପଟରେ
ଉକିଂମାରେ
କିଛି
ସ୍ମୃତି କିଛି
ବିସ୍ମୃତି
ଭଲପାଈବାର
...
ପ୍ରତାରଣାର
...
ତଥାପି
!!
ଏ
ଲୋଭି
ମଣିଷ
ଜୀଈଁବାକୂ
ଭଲପାଏ
ଅନ୍ତିମ
ନିସ୍ୱାଶ
ପର୍ଯ୍ୟନ୍ତ
.
Newer Posts
Older Posts
Home
Subscribe to:
Posts (Atom)